• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ତହସିଲ ରାଜସ୍ୱ ପ୍ରଶାସନର ଏକ ମୁଖ୍ୟ ଅଙ୍ଗ ଅଟେ । ତହସିଲଦାର ତହସିଲର ସବୁ ପ୍ରଶାସନିକ ଦାଇତ୍ଵର ତଦାରଖ କରନ୍ତି । ରାଜସ୍ୱ ଆଦାୟ କରିବା,ସରକାରୀ ଜମିର ସୁରକ୍ଷା ରଖିବା ତହସିଲର ମୁଖ୍ୟ କାମ ଅଟେ । ଏହା ବ୍ୟତିତ ବନ୍ୟା,ମରୁଡି ଓ ଅନ୍ୟାନ୍ୟ ବିପର୍ଯୟ ସମୟରେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇଥାଏ ଓ ଜମି ଜମାର ପରିଚାଳନ।,ନକ୍ସା ପ୍ରସ୍ତୁତି ଆଦି କରିଥାଏ । ତହସିଲଦାର ଏହି ଅଫିସର ମୁଖ୍ୟ ଅଧିକାରୀ ଅଟନ୍ତି । ତହସିଲଦାରଙ୍କୁ କାର୍ଯ୍ୟରେ ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ,ଅମିନ,କିରାଣୀ,ରେକର୍ଡ କୀପର ସହଯୋଗ କରିଥାନ୍ତି ।

କ୍ରମିକ ସଂଖ୍ୟାଅଧିକାରୀଙ୍କ ନାମକର୍ତ୍ତବ୍ୟ
ତହସିଲଦାରସବୁ ପ୍ରକାର କେସ ରେକର୍ଡ ଓ ପ୍ରଶାସନିକ ଦାଇତ୍ଵର ତଦାରଖ କରିବା
ଅତିରିକ୍ତ ତହସିଲଦାରସବୁ ପ୍ରକାର କେସ ରେକର୍ଡ ଓ ପ୍ରଶାସନିକ ଦାଇତ୍ଵର ତଦାରଖ କରିବା
ରାଜସ୍ୱ ପର୍ଜ୍ୟବେକ୍ଷକରାଜସ୍ୱ ଆଦାୟ
ରାଜସ୍ୱ ନିରୀକ୍ଷକରାଜସ୍ୱ ଆଦାୟ ଏବଂ ସରକାରୀ ଜମିର ରକ୍ଷଣା ବେକ୍ଷଣ
ଅତିରିକ୍ତ ରାଜସ୍ୱ ନିରୀକ୍ଷକରାଜସ୍ୱ ନିରୀକ୍ଷକଙ୍କୁ ରାଜସ୍ୱ ଆଦୟରେ ସହାୟକ କରିବା
ଅମିନତହସିଲଦାରଙ୍କ ନିର୍ଦେଶ ମୁତବକ ପଟା ,ମ୍ୟାପ,ଜମି ଚିହ୍ନଟ ଓ ସଂଶୋଧନ କରିବା
କିରାଣୀତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ୱ ଆଦାୟ ସମ୍ପର୍କିତ ତଥ୍ୟ ଓ ବିଲ ପ୍ରସ୍ତୁତ କରିବା
ତହସିଲ ତଥ୍ୟ
କ୍ରମିକ ନମ୍ବରତହସିଲର ନାମଠିକଣା
ଯାଜପୁରଯାଜପୁର ଟାଉନ,ଯାଜପୁର,ଓଡିଶା ପିନ-୭୫୫୦୦୧
ଦଶରଥପୁରଦଶରଥପୁର,ଯାଜପୁର,ଓଡିଶା,ପିନ-୭୫୫୦୧୧
ବିଞ୍ଝାରପୁରବିଞ୍ଝାରପୁର,ଯାଜପୁର,ଓଡିଶା,ପିନ-୭୫୫୦୦୪
ବରୀବରୀ,ଯାଜପୁର,ଓଡିଶା,ପିନ-୭୫୫୦୦୩
ରସୁଲପୁରରସୁଲପୁର,ଯାଜପୁର,ଓଡିଶା,ପିନ-୭୫୫୦୦୯
ଧର୍ମଶାଳାଧର୍ମଶାଳା,ଯାଜପୁର,ଓଡିଶା,ପିନ-୭୫୫୦୦୮
ଦର୍ପଣଦର୍ପଣ,ଯାଜପୁର,ଓଡିଶା,ପିନ-୭୫୫୦୨୪
ବ୍ୟାସନଗରବ୍ୟାସନଗର,ଯାଜପୁର,ଓଡିଶା,ପିନ-୭୫୫୦୧୯
ଦାନଗଦିଦାନଗଦି,ଯାଜପୁର,ଓଡିଶା,ପିନ-୭୫୫୦୨୬
୧୦ସୁକିନ୍ଦାସୁକିନ୍ଦା,ଯାଜପୁର,ଓଡିଶା,ପିନ-୭୫୫୦୧୮