• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଯାଜପୁର ଜିଲ୍ଲା ଲୁହା ଏବଂ କ୍ରୋମାଇଟ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଶିଳ୍ପାଞ୍ଚଳ ଗୁଡିକ ସୁକିନ୍ଦା ଓ ଦାନଗଦି ତହସିଲ ଅଞ୍ଚଳରେ ଅନ୍ତର୍ଭୁକ୍ତ ଅଟେ । ଉକ୍ତ ଶିଳ୍ପାଞ୍ଚଳ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏବଂ ଜିଲ୍ଲାସଦର ମହକୁମାଠାରୁ ଯଥାକ୍ରମେ 100 କି.ମି. ଓ 40 କି.ମି. ଦୂରରେ ଅବସ୍ଥିତ । ନିମ୍ନଲିଖିତ ଶିଳ୍ପାନୁଷ୍ଠାନ ଗୁଡିକ ଜିଲ୍ଲାର ଅର୍ଥନୀତି ଓ ରୋଜଗାର କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛି ।

କ୍ରମିକ ନମ୍ବରପ୍ରକଳ୍ପ ଗୁଡିକର ନାମସ୍ଥାନସାମ୍ପ୍ରତିକ ସ୍ଥିତିକ୍ଷମତାକ୍ରିୟାଶୀଳ ଅବସ୍ଥା
ନୀଳାଚଳ ଇସ୍ପାତ ନିଗମ ଲିମିଟେଡକଳିଙ୍ଗନଗରପିଗ ଆଇରନ୪୯୨୦୦୦MTଚାଲୁଅଛି
ଟାଟା ଷ୍ଟିଲ ଲିମିଟେଡଡୁବୁରିଷ୍ଟିଲତଥ୍ୟ ନାହିଁଚାଲୁଅଛି
ଜିନ୍ଦଲ ଇଣ୍ଡଷ୍ଟ୍ରୀକଳିଙ୍ଗନଗରଷ୍ଟେନଲେସ ଷ୍ଟିଲ୧୬୦୦୦୦୦MTଚାଲୁଅଛି
ଭିସା ଷ୍ଟିଲଜଖପୁରାମିଡ ଷ୍ଟିଲ୩୨୦୦୦୦MTଚାଲୁଅଛି
ରୋହିତ ଫେରୋ ଟେକ ଲିମିଟେଡକଳିଙ୍ଗନଗରଫେରୋ ଆଲୋଏଜ୮୦୦୦୦MTଚାଲୁଅଛି
କେ.ଜେ. ଇସ୍ପାତ ଲିମିଟେଡକଳିଙ୍ଗନଗରସ୍ପଞ୍ଜ ଆଇରନ୩୦୦୦୦MTଚାଲୁଅଛି
ଇଡକୋଲ ଫେରୋକ୍ରୋମଯାଜପୁର ରୋଡହାଇ କାର୍ବନ୧୮୦୦୦MTଚାଲୁଅଛି
ମଇଥାନ ଇସ୍ପାତ ଲିମିଟେଡକଳିଙ୍ଗନଗରସ୍ପଞ୍ଜ ଆଇରନ୭୪୦୦୦୦MTଚାଲୁଅଛି
ମେସ୍କୋଖୁରୁନ୍ଟିପିଗ ଆଇରନ୬୦୦୦୦୦MTଚାଲୁଅଛି
୧୦ଦୀନବନ୍ଧୁ ସ୍ଟୀଲ ଏବଂ ପାୱାରକଳିଙ୍ଗନଗରଷ୍ଟିଲ୨୫୦୦୦୦MTଚାଲୁଅଛି