• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ବିରଜା କ୍ଷେତ୍ର ଏକ ପୁରାତନ ହିନ୍ଦୁ ମନ୍ଦିର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ରେ ଅବସ୍ଥିତ । ଏହି ମନ୍ଦିର ତ୍ରୟୋଦଶ ଶତାଦ୍ଦୀ ରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ମା ଦୂର୍ଗା ବିରଜା ନାମରେ ପୂଜା ପାଇଥାନ୍ତି । ଏଠାରେ ଓଡିଆ , ଇଂରାଜି, ହିନ୍ଦୀ ପ୍ରଚଳିତ ଭାଷା ଅଟେ ।

ବିମାନ ମାର୍ଗରେ
ନିକଟତସ୍ଥ ବିମାନ ବନ୍ଦର- ଭୁବନେଶ୍ବର - ୧୨୫ କି . ମି

ସଡ଼କ ପଥରେ
ଯାଜପୁର ଟାଉନରୁ ବିରଜା ମନ୍ଦିର ୫ କି.ମି.

ରେଳଗାଡ଼ିରେ
ନିକଟତସ୍ଥ ରେଳ ଷ୍ଟେସନ- ଯାଜପୁର ରୋଡ - ୩୦ କି ମି

ବିରଜା କ୍ଷେତ୍ର , ବିରଜା କ୍ଷେତ୍ର , ବିରଜା କ୍ଷେତ୍ର